
ଗଞାମ, ୨୮ ଫେବୃଆରୀ (ହି.ସ.)- ବହ୍ମପୁର ସହରର ଗୋଟିଏ ରେଷ୍ଟୁରାଣ୍ଟ ହୋଟଲରେ ହୁକା ବାର୍ ଚାଲିଥିବା ଖବର ପାଇ ଟାଉନ ଥାନା ପୁଲିସ୍ ଏହି ବାର୍ ଉପରେ ଚଢଉ କରି ବାର୍ ମାଲିକ ବି. ଅମିର କୁମାର ପାତ୍ରକୁ ଗିରଫ କରିବା ସହ ହୁକା ନିଶା ପାନ ପାଇଁ ବ୍ଯବହୃତ ବହୁ ସାମଗ୍ରୀ ଜବତ କରିଛି। ଗିରଫ ଅମିରକୁ ପୁଲିସ୍ କୋର୍ଟଚାଲାଣ କରିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ