ରାଜଧାନୀରେ ବିସ୍ଫୋରକ ପ୍ରସ୍ତୁତି ଓ ଗଚ୍ଛିତ ନେଇ ମିଳିଲା ସୁରାକ, ସୂଚନା ଦେଲେ ମିଳିବ ୧୦ ହଜାର ପୁରସ୍କାର
ଭୁବନେଶ୍ୱର, 28 ଫେବ୍ରୁଆରି (ହି.ସ.)-ରାଜଧାନୀରେ ବିସ୍ଫୋରକ ପ୍ରସ୍ତୁତି ଓ ଗଚ୍ଛିତ ନେଇ ମିଳିଲା ସୁରାକ । ଏନେଇ ସୂଚନା ଦେଲେ ମିଳିବ ୧୦ ହଜାର ପୁରସ୍କାର । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅବଧି ରହିଥିବା ବେଳେ ଜାରି ହୋଇଛି ଦୁଇଟି ନମ୍ବର । ବିବାହ ଋତୁ ଓ ଦୋଳଯାତ୍ରା ଆସୁଥିବାରୁ ବ
ରାଜଧାନୀରେ ବିସ୍ଫୋରକ     ପ୍ରସ୍ତୁତି ଓ ଗଚ୍ଛିତ ନେଇ ମିଳିଲା ସୁରାକ, ସୂଚନା ଦେଲେ ମିଳିବ ୧୦ ହଜାର ପୁରସ୍କାର


ଭୁବନେଶ୍ୱର, 28 ଫେବ୍ରୁଆରି (ହି.ସ.)-ରାଜଧାନୀରେ ବିସ୍ଫୋରକ

ପ୍ରସ୍ତୁତି ଓ ଗଚ୍ଛିତ ନେଇ ମିଳିଲା ସୁରାକ । ଏନେଇ ସୂଚନା ଦେଲେ ମିଳିବ ୧୦ ହଜାର ପୁରସ୍କାର । ମାର୍ଚ୍ଚ

୩୧ ପର୍ଯ୍ୟନ୍ତ ଅବଧି ରହିଥିବା ବେଳେ ଜାରି ହୋଇଛି ଦୁଇଟି ନମ୍ବର । ବିବାହ ଋତୁ ଓ ଦୋଳଯାତ୍ରା ଆସୁଥିବାରୁ ବାଣ ଓ ବୋମା

ଭିଡ଼ା ପ୍ରସ୍ତୁତ ଦ୍ରୁତଗତିରେ ଜାରି ରହିଛି । ବେଆଇନ ଭାବେ ବିସ୍ଫୋରକ ପ୍ରସ୍ତୁତି ଓ ଗଚ୍ଛିତ ନେଇ

ବଡ଼ ସୁରାକ ମିଳିଛି । ବାଣ ଓ ବୋମା ଭିଡୁଥିବା ବେଳେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ଚାଲିଛି । ରାଜଧାନୀରେ ବିସ୍ଫୋରକ ସାମଗ୍ରୀ କାରବାର ବଢ଼ୁଥିବାରୁ

କମିସନରେଟ ପୁଲିସର ଚିନ୍ତା ବଢ଼ିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande