
ଭୁବନେଶ୍ୱର, 28 ଫେବ୍ରୁଆରି (ହି.ସ.)- ରାଜ୍ୟସଭା
ନିର୍ବାଚନକୁ ନେଇ ପୁଣି ଆଜି ବିଧାୟକ ମାନଙ୍କୁ ନବୀନ ନିବାସ ଡ଼କରା । ଗତକାଲି ସନ୍ଧ୍ୟାରେ ବୈଠକ
ଡ଼କାଯାଇଥିବା ବେଳେ ଆଜି ପୁଣି ଡ଼କା ଯାଇଛି ନବୀନ ନିବାସ । କୁହାଯାଉଛି କିଛି ସମୟ ପରେ ଘୋଷଣା
ହେବ ବିଜେଡିର ରାଜ୍ୟସଭା ପ୍ରାଥିଙ୍କ ନାଁ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କରିବେ ଘୋଷଣା
। ସଂତୃପ୍ତ, ସୁଜାତା, ରମାକାନ୍ତଙ୍କ ନାଁ କୁ ନେଇ ଚର୍ଚ୍ଚା ଲାଗିରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା