ତଟରକ୍ଷୀ ବାହିନୀର ଅଧିକାରୀଙ୍କ ଘରୁ ଚୋରି
ଭୁବନେଶ୍ୱର, 28 ଫେବ୍ରୁଆରି (ହି.ସ.)- ତଟରକ୍ଷୀ ବାହିନୀର ଅଧିକାରୀଙ୍କ ଘରୁ ଚୋରି ହୋଇଛି । ଏସି ମେକାନିକ ନେଇଯାଇଛି ଦୁଇଟି ସୁନାଚେନ ଓ ୬୦ହଜାର ଟଙ୍କା । ପୋଖରିପୁଟ୍ରେ ରହୁଥିବା ତଟରକ୍ଷୀ ବାହିନୀର ଜଣେ ଅଧିକାରୀଙ୍କ ଘରୁ ଚୋରି ହୋଇଛି । ତାଙ୍କ ଘରୁ ଦୁଇଟି ସୁନାଚେନ
ତଟରକ୍ଷୀ ବାହିନୀର     ଅଧିକାରୀଙ୍କ ଘରୁ ଚୋରି


ଭୁବନେଶ୍ୱର, 28 ଫେବ୍ରୁଆରି (ହି.ସ.)- ତଟରକ୍ଷୀ

ବାହିନୀର ଅଧିକାରୀଙ୍କ ଘରୁ ଚୋରି ହୋଇଛି । ଏସି ମେକାନିକ ନେଇଯାଇଛି ଦୁଇଟି ସୁନାଚେନ ଓ

୬୦ହଜାର ଟଙ୍କା । ପୋଖରିପୁଟ୍ରେ ରହୁଥିବା ତଟରକ୍ଷୀ ବାହିନୀର ଜଣେ ଅଧିକାରୀଙ୍କ ଘରୁ ଚୋରି

ହୋଇଛି । ତାଙ୍କ ଘରୁ ଦୁଇଟି ସୁନାଚେନ୍, ନଗଦ ୬୦ ହଜାର ଟଙ୍କା ଚୋରି ହୋଇଥିବା ନେଇ ଏୟାରପୋର୍ଟ ଥାନାରେ ଅଭିଯୋଗ ହୋଇଛି । ଏନେଇ

ସମ୍ପୃକ୍ତ ଅଧିକାରୀ ଚନ୍ଦୁ ଏସ୍ ରାଜ ଥାନାରେ ଅଭିଯୋଗ କରିଛନ୍ତି । ଏୟାରପୋର୍ଟ ଥାନା ପୁଲିସ

ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande