ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଜନ୍ମଦିନରେ ଜଣାଇଲେ ଶୁଭେଚ୍ଛା
ଭୁବନେଶ୍ୱର, 01 ମାର୍ଚ୍ଚ (ହି.ସ.) ବିହାରର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାରଙ୍କୁ ତାଙ୍କର ଜନ୍ମଦିନର ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋସିଆଲ୍ ମିଡିଆ ମାଧ୍ୟମରେ ହାର୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ଶୁଭକାମନା ବାର୍ତାରେ ମୁଖ
ମୁଖ୍ୟମନ୍ତ୍ରୀ ମୋହନ     ମାଝୀ  ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ     ଜନ୍ମଦିନରେ ଜଣାଇଲେ ଶୁଭେଚ୍ଛା


ଭୁବନେଶ୍ୱର, 01 ମାର୍ଚ୍ଚ (ହି.ସ.) ବିହାରର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାରଙ୍କୁ ତାଙ୍କର

ଜନ୍ମଦିନର ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋସିଆଲ୍ ମିଡିଆ ମାଧ୍ୟମରେ ହାର୍ଦିକ ଶୁଭେଚ୍ଛା

ଏବଂ ଅଭିନନ୍ଦନ ଜଣାଇଛନ୍ତି।

ତାଙ୍କର ଶୁଭକାମନା

ବାର୍ତାରେ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଉତ୍ତମ

ସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ରାଷ୍ଟ୍ରସେବା ସହ ଜନହିତ କାର୍ଯ୍ୟ ପାଇଁ

ନିରନ୍ତର ଶକ୍ତି ପ୍ରଦାନ କରନ୍ତୁ । ସେ ତାଙ୍କର

ପୋଷ୍ଟରେ ମୁଖ୍ୟମନ୍ତ୍ରୀଙ୍କର ନିସ୍ଵାର୍ଥ ସେବା ଏବଂ ଜନକଳ୍ୟାଣ ପ୍ରତି ପ୍ରତିବଦ୍ଧତାକୁ

ସ୍ୱୀକାର କରି, ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତକୁ କାମନା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande