
ଭୁବନେଶ୍ୱର, 01 ମାର୍ଚ୍ଚ (ହି.ସ.) କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ ବିହାରର ମୁଖ୍ୟମନ୍ତ୍ରୀ
ନୀତିଶ କୁମାରଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି ।
ସେ ସୋସିଆଲ ମିଡିଆ ଜରିଆରେ
ଲେଖିଛନ୍ତି, ବିହାରର ମୁଖ୍ୟମନ୍ତ୍ରୀ
ନୀତିଶ କୁମାରଙ୍କୁ ଜନ୍ମଦିନରେ ହାର୍ଦ୍ଦିକ ଶୁଭେଚ୍ଛା । ଆପଣଙ୍କ ନେତୃତ୍ୱରେ ଏନଡିଏ ବିହାରରେ
ସୁଶାସନ, ବିକାଶ ଓ ଜନକଲ୍ୟାଣକୁ ନୂଆ ଦିଗ ପ୍ରଦାନ କରିଛି । ଆପଣଙ୍କ ଉତମ ସ୍ୱାସ୍ଥ୍ୟ ଓ
ଦୀର୍ଘାୟୁ ତଥା ରାଜ୍ୟର ନିରନ୍ତର ଉନ୍ନତି ପାଇଁ ଭଗବାନଙ୍କ ନିକଟରେ କାମନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା