ଦୁବାଇରେ ଫସିଥିବା ଓଡ଼ିଆ ମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି- ଆଇନ ମନ୍ତ୍ରୀ
ଭୁବନେଶ୍ୱର, 01 ମାର୍ଚ୍ଚ (ହି.ସ.)- ଦୁବାଇ ସମେତ ଯୁଦ୍ଧ ଲାଗିଥିବା ବିଭିନ୍ନ ଦେଶରେ ଫସିଥିବା ଭାରତୀୟଙ୍କ ପାଇଁ କେନ୍ଦ୍ର ସରକାର ଆଡଭାଇଜରି ଜାରି କରିଛନ୍ତି । ସେଠାରେ ଫସିଥିବା ଓଡ଼ିଆ ମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହ
ଦୁବାଇରେ ଫସିଥିବା ଓଡ଼ିଆ     ମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହ ଆଲୋଚନା     କରିଛନ୍ତି- ଆଇନ ମନ୍ତ୍ରୀ


ଭୁବନେଶ୍ୱର, 01 ମାର୍ଚ୍ଚ (ହି.ସ.)- ଦୁବାଇ ସମେତ

ଯୁଦ୍ଧ ଲାଗିଥିବା ବିଭିନ୍ନ ଦେଶରେ ଫସିଥିବା ଭାରତୀୟଙ୍କ ପାଇଁ କେନ୍ଦ୍ର ସରକାର ଆଡଭାଇଜରି ଜାରି

କରିଛନ୍ତି । ସେଠାରେ ଫସିଥିବା ଓଡ଼ିଆ ମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ

କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି । ବୈଦେଶିକ ବ୍ୟାପାର ବିଭାଗ ଉଦ୍ଧାର କରିବାର

ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି । ଓଡ଼ିଆ ହୁଅନ୍ତୁ କିମ୍ବା ଅନ୍ୟ ରାଜ୍ୟର ଲୋକ ହୁଅନ୍ତୁ

ସେମାନେ ଯେମିତି ଅସୁବିଧାରେ ନପଡ଼ିବେ ଏବଂ ନିଜ ଦେଶକୁ ସୁରକ୍ଷିତ ଭାବେ ଫେରି ଆସିବେ ସେଥିପାଇଁ

ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଉଛନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande