ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ହୋଟେଲ ମେ ଫେୟାର ସମ୍ମୁଖରେ ନିରବ ପ୍ରତିବାଦ
ଭୁବନେଶ୍ୱର, 01 ମାର୍ଚ୍ଚ (ହି.ସ.)- ମହାନଦୀ ଟ୍ରିବୁନାଲଙ୍କ ଗସ୍ତକୁ ନେଇ ପ୍ରତିବାଦ ପ୍ରଦର୍ଶନ। ମହାନଦୀ ଟ୍ରିବୁନାଲ ରାଜ୍ୟ ଅତିଥି ଭବନରେ ନ ରହି କାହିଁକି ପଞ୍ଚ ତାରକା ହୋଟେଲରେ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରତିବାଦକାରୀ, ସରକାରୀ ଅର୍ଥକୁ ଆତ୍ମସାତ କରୁଥିବା ଅଭିଯୋଗ
ମହାନଦୀ ବଞ୍ଚାଅ ଆନ୍ଦୋଳନ     ପକ୍ଷରୁ ହୋଟେଲ ମେ ଫେୟାର ସମ୍ମୁଖରେ ନିରବ ପ୍ରତିବାଦ


ଭୁବନେଶ୍ୱର, 01 ମାର୍ଚ୍ଚ (ହି.ସ.)- ମହାନଦୀ

ଟ୍ରିବୁନାଲଙ୍କ ଗସ୍ତକୁ ନେଇ ପ୍ରତିବାଦ ପ୍ରଦର୍ଶନ। ମହାନଦୀ ଟ୍ରିବୁନାଲ ରାଜ୍ୟ ଅତିଥି ଭବନରେ ନ

ରହି କାହିଁକି ପଞ୍ଚ ତାରକା ହୋଟେଲରେ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରତିବାଦକାରୀ, ସରକାରୀ ଅର୍ଥକୁ ଆତ୍ମସାତ କରୁଥିବା ଅଭିଯୋଗ

କରିଛି ସଂଗଠନ। ମହାନଦୀ ଟ୍ରିବୁନାଲ ଫେବୃଆରୀ 26

ରୁ ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ 5 ଦିନ ଧରି ଓଡିଶା ଗସ୍ତରେ ଅଛନ୍ତି l ଟ୍ରିବୁନାଲର କାର୍ଯ୍ୟକାଳ ସରିବାକୁ ବସିଥିବାବେଳେ ପୁଣି ଥରେ ଗସ୍ତକୁ ମହାନଦୀ ବଞ୍ଚାଅ

ଆନ୍ଦୋଳନ ବିରୋଧ କରିଛି l ଝାରସୁଗୁଡା, ସମ୍ବଲପୁର,

ସୋନପୁର କଟକ, ପାରାଦ୍ୱୀପ,ଆଠମଲ୍ଲିକ

ଭୁବନେଶ୍ୱର ଆଦି ପ୍ରାୟ ଦଶରୁ ଉର୍ଦ୍ଧ ସ୍ଥାନରେ ପ୍ରତିବାଦ କରାଯାଉଛି। ଏହି ପ୍ରତିବାଦରେ

ସଂଗଠନର କର୍ମକର୍ତ୍ତା ଅଂଶଗ୍ରହଣ କରିଛନ୍ତି l

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande