ଦଳୀୟ ଗାଇଡ଼ଲାଇନ ମାନି ଭୋଟ ଦିଆଯିବ - ରାଜେନ ଏକ୍କା
ଭୁବନେଶ୍ୱର,୧୨ ମାର୍ଚ୍ଚ (ହିସ) - ବଜେଟ ଅଧିବେଶନ ସହ ରାଜ୍ୟସଭା ନିର୍ବାଚନ ଅଛି। କଂଗ୍ରେସ ବିଧାୟକମାନଙ୍କ ପାଇଁ ହ୍ୱିପ୍ ଜାରି ହୋଇଛି। ସବୁ ବିଧାୟକ ଉପସ୍ଥିତ ରହିବାକୁ କୁହାଯାଇଛି ବୋଲି କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ସି.ଏସ. ରାଜେନ ଏକ୍କା କହିଛନ୍ତି। ସେ କହିଛନ୍ତି ରାଜ୍ୟସଭା ଭୋଟିଂରେ ସବୁ ର
rajen ekka cong


ଭୁବନେଶ୍ୱର,୧୨ ମାର୍ଚ୍ଚ (ହିସ) - ବଜେଟ ଅଧିବେଶନ ସହ ରାଜ୍ୟସଭା ନିର୍ବାଚନ ଅଛି। କଂଗ୍ରେସ ବିଧାୟକମାନଙ୍କ ପାଇଁ ହ୍ୱିପ୍ ଜାରି ହୋଇଛି। ସବୁ ବିଧାୟକ ଉପସ୍ଥିତ ରହିବାକୁ କୁହାଯାଇଛି ବୋଲି କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ସି.ଏସ. ରାଜେନ ଏକ୍କା କହିଛନ୍ତି। ସେ କହିଛନ୍ତି ରାଜ୍ୟସଭା ଭୋଟିଂରେ ସବୁ ରହି ଭୋଟ ଦେବେ। ଦଳୀୟ ଗାଇଡ଼ଲାଇନ ମାନି ଭୋଟ ଦିଆଯିବ। ଦୁଇ ଦିନ ଛୁଟି ଅଛି। ଯିଏ ଯେଉଁ ଆଡ଼େ ଯାଇ ପାରନ୍ତି। ଯଦି ଲାଗିଲା କିଛି ଗୁରୁତ୍ୱପୂର୍ଣ୍ଣ ଅଛି, ତେବେ ଗୋଟେ ସ୍ଥାନରେ ରହିବୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande