ଭୁବନେଶ୍ୱର କୋର୍ଟକୁ ବୋମା ଧମକ
ଭୁବନେଶ୍ୱର,୧୨ ମାର୍ଚ୍ଚ (ହିସ) - ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିଛି। ଇମେଲ ଯୋଗେ କେହି ଦୁର୍ବୃତ ଧମକ ଦେଇଥିବା ଜଣାପଡିଛି। ଏହାପରେ କୋର୍ଟ ପରିସରରେ ସନ୍ଧନୀ କୁକୁର ଓ ବମ୍ ସ୍କ୍ୱାର୍ଡ ପହଂଚି ଯାଂଚ କରିଛନ୍ତି। ଘଟଣାସ୍ଥଳରେ ବଡ଼ଗଡ଼ ଥାନା ପୋଲିସ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ଏହାସହ
BBSR court


ଭୁବନେଶ୍ୱର,୧୨ ମାର୍ଚ୍ଚ (ହିସ) - ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିଛି। ଇମେଲ ଯୋଗେ କେହି ଦୁର୍ବୃତ ଧମକ ଦେଇଥିବା ଜଣାପଡିଛି। ଏହାପରେ କୋର୍ଟ ପରିସରରେ ସନ୍ଧନୀ କୁକୁର ଓ ବମ୍ ସ୍କ୍ୱାର୍ଡ ପହଂଚି ଯାଂଚ କରିଛନ୍ତି। ଘଟଣାସ୍ଥଳରେ ବଡ଼ଗଡ଼ ଥାନା ପୋଲିସ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ଏହାସହ ଅଗ୍ନିଶମ ବାହିନୀ ମଧ୍ୟ ଭୁବନେଶ୍ୱର କୋର୍ଟରେ ପହଂଚିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande