ଶସ୍ତା ହେଲା ସୁନା, ଚାନ୍ଦିର ମୂଲ୍ୟ ହ୍ରାସ
ନୂଆଦିଲ୍ଲୀ, 13 ମାର୍ଚ୍ଚ (ହି.ସ.)- ଘରୋଇ ସୁନାରୂପା ବଜାରରେ ଆଜି ଆରମ୍ଭିକ ବ୍ୟବସାୟ ସମୟରେ ଦରରେ କମିବାର ପ୍ରବୃତ୍ତି ଦେଖାଯାଇଛି। ସୁନାର ଦର ଆଜି ପ୍ରତି 10 ଗ୍ରାମରେ 1,020 ଟଙ୍କାରୁ 1,110 ଟଙ୍କା ପର୍ଯ୍ୟନ୍ତ କମିଛି। ସେହିପରି ଚାନ୍ଦିର ଦରରେ ମଧ୍ୟ ଆଜି ପ୍ରତି
ସୁନାରୂପା


ନୂଆଦିଲ୍ଲୀ, 13 ମାର୍ଚ୍ଚ (ହି.ସ.)- ଘରୋଇ ସୁନାରୂପା ବଜାରରେ ଆଜି ଆରମ୍ଭିକ ବ୍ୟବସାୟ

ସମୟରେ ଦରରେ କମିବାର ପ୍ରବୃତ୍ତି ଦେଖାଯାଇଛି। ସୁନାର ଦର ଆଜି ପ୍ରତି 10 ଗ୍ରାମରେ 1,020

ଟଙ୍କାରୁ 1,110 ଟଙ୍କା ପର୍ଯ୍ୟନ୍ତ କମିଛି। ସେହିପରି ଚାନ୍ଦିର ଦରରେ ମଧ୍ୟ ଆଜି ପ୍ରତି

କିଲୋଗ୍ରାମରେ 10,000 ଟଙ୍କାର କମିବା ରେକର୍ଡ ହୋଇଛି।

ଦର କମିଥିବା କାରଣରୁ ଦେଶର ଅଧିକାଂଶ ସୁନାରୂପା ବଜାରରେ 24

କ୍ୟାରେଟ୍ ସୁନା ଆଜି ପ୍ରତି 10 ଗ୍ରାମ 1,62,210 ଟଙ୍କାରୁ 1,62,360 ଟଙ୍କା ମଧ୍ୟରେ ବ୍ୟବସାୟ

ହେଉଛି। ଏହା ସହିତ 22 କ୍ୟାରେଟ୍ ସୁନା ପ୍ରତି 10 ଗ୍ରାମ 1,48,690 ଟଙ୍କାରୁ 1,48,840 ଟଙ୍କା

ମଧ୍ୟରେ ବିକ୍ରି ହେଉଛି।

ଚାନ୍ଦିର ଦର କମିବାରୁ ଏହି ଚମକୁଥିବା ଧାତୁ ଆଜି ନୂଆଦିଲ୍ଲୀର ସୁନାରୂପା

ବଜାରରେ ପ୍ରତି କିଲୋଗ୍ରାମ 2,79,900 ଟଙ୍କା ଦରରେ ବିକ୍ରି ହେଉଛି।

ନୂଆଦିଲ୍ଲୀରେ ଆଜି 24 କ୍ୟାରେଟ୍ ସୁନା ପ୍ରତି 10 ଗ୍ରାମ 1,62,360

ଟଙ୍କା ଦରରେ ବ୍ୟବସାୟ ହେଉଛି,

ଯେଉଁଥିରେ 22

କ୍ୟାରେଟ୍ ସୁନାର ଦର ପ୍ରତି 10 ଗ୍ରାମ 1,48,840 ଟଙ୍କା ରହିଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ

24 କ୍ୟାରେଟ୍ ସୁନା ପ୍ରତି 10 ଗ୍ରାମ 1,62,210 ଟଙ୍କା ଓ 22 କ୍ୟାରେଟ୍ ସୁନା ପ୍ରତି 10

ଗ୍ରାମ 1,48,690 ଟଙ୍କା ଦରରେ ବିକ୍ରି ହେଉଛି।

ସେହିପରି ଅହମଦାବାଦରେ 24 କ୍ୟାରେଟ୍ ସୁନାର ଖୁଚୁରା ଦର ପ୍ରତି 10

ଗ୍ରାମ 1,62,260 ଟଙ୍କା ଓ 22

କ୍ୟାରେଟ୍ ସୁନାର ଦର ପ୍ରତି 10 ଗ୍ରାମ 1,48,740 ଟଙ୍କା ରେକର୍ଡ

ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande