ହିଟ୍ ୱେଭ ନେଇ ଆଗାମୀ ୨ ଦିନ ପାଇଁ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ, ହିଟ୍ ୱେଭ ନେଇ ଆଜି ଝାରସୁଗୁଡ଼ା ଓ ସମ୍ବଲପୁରକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର, ୧୩ ମାର୍ଚ୍ଚ (ହି.ସ.)- ହିଟ୍ ୱେଭ ନେଇ ଆଗାମୀ ୨ ଦିନ ପାଇଁ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ହିଟ୍ ୱେଭ ନେଇ ଆଜି ପାଇଁ ୨ ଜିଲ୍ଲା (ଝାରସୁଗୁଡ଼ା ଓ ସମ୍ବଲପୁର)କୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ହିଟ୍ ୱେଭ ନେଇ ୧୪ ତାରିଖ
ହିଟ୍ ୱେଭ ନେଇ ଆଜି ପାଇଁ ୨ ଜିଲ୍ଲା (ଝାରସୁଗୁଡ଼ା ଓ ସମ୍ବଲପୁର)କୁ ୟେଲୋ ୱାର୍ଣ୍ଣିଂ


ହିଟ୍ ୱେଭ ନେଇ ୧୪ ତାରିଖ ପାଇଁ ୨ ଜିଲ୍ଲା (ଝାରସୁଗୁଡ଼ା ଓ ସମ୍ବଲପୁର)କୁ ୟେଲୋ ୱାର୍ଣ୍ଣିଂ


ଭୁବନେଶ୍ୱର, ୧୩ ମାର୍ଚ୍ଚ (ହି.ସ.)- ହିଟ୍ ୱେଭ ନେଇ ଆଗାମୀ ୨ ଦିନ ପାଇଁ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ହିଟ୍ ୱେଭ ନେଇ ଆଜି ପାଇଁ ୨ ଜିଲ୍ଲା (ଝାରସୁଗୁଡ଼ା ଓ ସମ୍ବଲପୁର)କୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ହିଟ୍ ୱେଭ ନେଇ ୧୪ ତାରିଖ ଅର୍ଥାତ୍ ଆସନ୍ତାକାଲି ପାଇଁ ୨ ଜିଲ୍ଲା (ଝାରସୁଗୁଡ଼ା ଓ ସମ୍ବଲପୁର)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande