
ଭୁବନେଶ୍ୱର,୧୩ ମାର୍ଚ୍ଚ (ହି.ସ)- ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ହ୍ୱିପ୍ ଜାରି କରିଛି। ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଏହି ହ୍ୱିପ୍ ଜାରି କରିଛନ୍ତି। ଆସନ୍ତା ୧୬ରେ ବିଧାନସଭାରେ ହେବାକୁ ଥିବା ରାଜ୍ୟସଭା ଭୋଟିଂରେ ଉପସ୍ଥିତ ରହିବା ପାଇଁ ସମସ୍ତ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା