ରାଜ୍ୟର ୧୭୬୩ ସ୍କୁଲ ଜରାଜୀର୍ଣ୍ଣ ଅବସ୍ଥାରେ
ଭୁବନେଶ୍ୱର, ୧୩ ମାର୍ଚ୍ଚ (ହି.ସ)- ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ରାଜ୍ୟର ୧୭୬୩ ସ୍କୁଲ । ସମ୍ବଲପୁରରେ ୧୭୫ ଟି ଜରାଜୀର୍ଣ୍ଣ ସ୍କୁଲ ଥିବାବେଳେ ମୟୁରଭଞ୍ଜ ଜିଲ୍ଲାରେ ୧୨୨ ସ୍କୁଲ, ସୁବର୍ଣ୍ଣପୁର ଜିଲ୍ଲାରେ ୧୦୭ ସ୍କୁଲ, କଳାହାଣ୍ଡି ଜିଲ୍ଲାରେ ୧୦୧, ଗଞ୍ଜାମ ଜିଲ୍ଲାରେ ୧୦୦ ସ୍କୁଲ ରହିଛି। ସେହିପରି କଟ
ରାଜ୍ୟର ୧୭୬୩ ସ୍କୁଲ ଜରାଜୀର୍ଣ୍ଣ ଅବସ୍ଥାରେ


ଭୁବନେଶ୍ୱର, ୧୩ ମାର୍ଚ୍ଚ (ହି.ସ)- ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ରାଜ୍ୟର ୧୭୬୩ ସ୍କୁଲ । ସମ୍ବଲପୁରରେ ୧୭୫ ଟି ଜରାଜୀର୍ଣ୍ଣ ସ୍କୁଲ ଥିବାବେଳେ ମୟୁରଭଞ୍ଜ ଜିଲ୍ଲାରେ ୧୨୨ ସ୍କୁଲ, ସୁବର୍ଣ୍ଣପୁର ଜିଲ୍ଲାରେ ୧୦୭ ସ୍କୁଲ, କଳାହାଣ୍ଡି ଜିଲ୍ଲାରେ ୧୦୧, ଗଞ୍ଜାମ ଜିଲ୍ଲାରେ ୧୦୦ ସ୍କୁଲ ରହିଛି। ସେହିପରି କଟକ ଜିଲ୍ଲାରେ ୧୦୪, ବାଲେଶ୍ୱରରେ ୯୫, କେନ୍ଦ୍ରାପଡ଼ାରେ ୯୦, ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଜିଲ୍ଲାରେ ୯୪ ସ୍କୁଲ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ଲିଖିତ ଉତରରେ ଏହା ଜଣାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande