ଶୂନ୍ୟକାଳରେ କଂଗ୍ରେସ ବିଧାୟକଙ୍କ ଅନୁପସ୍ଥିତି ପ୍ରସଙ୍ଗ ଉଠାଇଲା ବିଜେପି
ଭୁବନେଶ୍ୱର, 13 ମାର୍ଚ୍ଚ (ହି.ସ.)-ଶୂନ୍ୟକାଳରେ ଅନେକ ସଂଖ୍ୟାରେ କଂଗ୍ରେସ ବିଧାୟକଙ୍କ ଅନୁପସ୍ଥିତି ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ ବାବୁ ସିଂ । କହିଲେ ,ଗତକାଲି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଶ୍ନକାଳ, ମୁଲତବୀ ଆଲୋଚନା ଚାଲି ପାରିଲାନାହିଁ । ଏକ ନିର୍ଦ୍ଦିଷ୍ଟ
ଶୂନ୍ୟକାଳରେ କଂଗ୍ରେସ ବିଧାୟକଙ୍କ ଅନୁପସ୍ଥିତି ପ୍ରସଙ୍ଗ ଉଠାଇଲା     ବିଜେପି


ଭୁବନେଶ୍ୱର, 13 ମାର୍ଚ୍ଚ (ହି.ସ.)-ଶୂନ୍ୟକାଳରେ ଅନେକ

ସଂଖ୍ୟାରେ କଂଗ୍ରେସ ବିଧାୟକଙ୍କ ଅନୁପସ୍ଥିତି ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ ବାବୁ ସିଂ ।

କହିଲେ ,ଗତକାଲି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଶ୍ନକାଳ, ମୁଲତବୀ ଆଲୋଚନା ଚାଲି ପାରିଲାନାହିଁ । ଏକ

ନିର୍ଦ୍ଦିଷ୍ଟ ଦଳର ବିଧାୟକ ଆଜି ଅନୁପସ୍ଥିତ ଅଛନ୍ତି । ବିଭିନ୍ନ ଖବରକାଗଜରେ ବିଭିନ୍ନ କଥା

ବାହାରିଛି । ସମସ୍ତେ ଜାଣିଛନ୍ତି ତିନି ଧଡ଼ିଆ ହୁଇପ୍ ମଧ୍ୟ ଜାରି ହୋଇଥିଲା । ତେବେ ବିଧାନସଭା

ଚଳାଇବା ସମସ୍ତଙ୍କ ଦାୟିତ୍ଵ । ଗତକାଲି ଏଲପିଜିଗ୍ୟାସ ପ୍ରସଙ୍ଗ

ଉଠାଇଥିଲେ । ଆଜି କୁଆଡେ ଯାଇଛନ୍ତି । ଗୁରୁତ୍ୱପୂର୍ଣ୍ଣ ସମୟରେ ବିଧାୟକ ମାନେ କୁଆଡ଼େ

ଯାଉଛନ୍ତି ବୋଲି ସେ ପ୍ରଶ୍ନ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande