
ଭୁବନେଶ୍ୱର, 13 ମାର୍ଚ୍ଚ (ହି.ସ.)- ନିଶା ନିବାରଣ କେନ୍ଦ୍ର ଦ୍ୱାରା ଦୁଇ ବର୍ଷରେ ୧୯ ହଜାର
୩୯୫ ବ୍ୟକ୍ତିଙ୍କୁ ନିଶାରୁ ନିବୃତ୍ତ କଲେଣି ରାଜ୍ୟ ସରକାର । ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ
୬୦୯୩ ବ୍ୟକ୍ତି ଙ୍କ ନିଶାମୁକ୍ତ କରାଯାଇଛି । ରାଜ୍ୟରେ ମୋଟ ୫୫ ଟି ନିଶା ନିବାରଣ କେନ୍ଦ୍ର
ରହିଛି । ବିଧାନସଭାରେ ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ
ନିତ୍ୟାନନ୍ଦ ଗଣ୍ଡ ଲିଖିତ ଉତ୍ତର ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା