ଆଉଟ୍ ସୋର୍ସିଂ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ କଂଗ୍ରେସ ବିଧାୟକ ଦଳ ନେତା
ଭୁବନେଶ୍ୱର, 13 ମାର୍ଚ୍ଚ (ହି.ସ.) ଆଉଟସୋର୍ସିଂଙ୍କୁ ୨୬ହଜାରରୁ ଅଧିକ ଦେବା ସହ ପେନସନ ବ୍ୟବସ୍ଥା କରାଯାଉ- କଂଗ୍ରେସ - ଶୂନ୍ୟକାଳରେ ଉଠିଲା ଆଉଟସୋର୍ସିଂ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ଆଉଟସୋର୍ସିଂ ଙ୍କ ନେଇ ସରକାର
ଆଉଟ୍ ସୋର୍ସିଂ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ କଂଗ୍ରେସ ବିଧାୟକ ଦଳ     ନେତା


ଭୁବନେଶ୍ୱର, 13 ମାର୍ଚ୍ଚ (ହି.ସ.)

ଆଉଟସୋର୍ସିଂଙ୍କୁ ୨୬ହଜାରରୁ ଅଧିକ ଦେବା ସହ ପେନସନ ବ୍ୟବସ୍ଥା

କରାଯାଉ- କଂଗ୍ରେସ

- ଶୂନ୍ୟକାଳରେ ଉଠିଲା ଆଉଟସୋର୍ସିଂ ପ୍ରସଙ୍ଗରେ

ସରକାରଙ୍କୁ ଘେରିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ଆଉଟସୋର୍ସିଂ ଙ୍କ ନେଇ

ସରକାର ଉଦାସୀନତା ମନୋଭାବ ଦେଖାଉଛନ୍ତି। ଆଉଟସୋର୍ସିଂ ପ୍ରସଙ୍ଗକୁ ମୁଲତବୀ ପ୍ରସ୍ତାବ ଆକାରରେ

ଆଣିଲୁ କିନ୍ତୁ ସରକାର ତାହାକୁ କଲେ ନାହିଁ । ଏହି ପ୍ରସ୍ତାବକୁ ଗ୍ରହଣ ନ କରିବା ସରକାରଙ୍କ

ଆଭିମୁଖ୍ୟ ସ୍ପଷ୍ଟ କରୁଛି । ଆଉଟସୋର୍ସିଂଙ୍କୁ ୨୬ହଜାରରୁ ଅଧିକ ଦେବା ସହ ପେନସନ ବ୍ୟବସ୍ଥା

କରାଯାଉ । କାହିଁକି ନା ସରକାରଙ୍କର ବିଭିନ୍ନ ବିଭାଗରେ ଏବେ ହଜାର ହଜାର ପଦବୀ ଖାଲି ପଡ଼ିଛି । ୮୦ହଜାରରୁ

ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି କିନ୍ତୁ ସରକାର ତାଙ୍କ ଉପରେ ନଜର ଦେଉନାହାନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande