ତୃତୀୟରୁ ଅଷ୍ଟମ ଶ୍ରେଣୀ ଯାଏଁ ଶାରୀରିକ ଶିକ୍ଷା ଦିଆଯିବ
, 13 ମାର୍ଚ୍ଚ (ହି.ସ.) ଭୁବନେଶ୍ୱର - ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ଯାଏଁ ସୁସ୍ଥ ରହିବା ପାଇଁ ଶାରୀରିକ ଶିକ୍ଷା ଦିଆଯିବ । ଜାତୀୟ ଶିକ୍ଷା ନୀତି 2020 ଅଧୀନରେ ଏହି ଶିକ୍ଷା ଦିଆଯିବ । ଡିଜିଟାଲ କ୍ଲାସରୁମରେ ଇ-କଣ୍ଟେଣ୍ଟ ଦ୍ୱାରା ଶିକ୍ଷାଦାନ କରାଯାଉଛି ।
ତୃତୀୟରୁ ଅଷ୍ଟମ ଶ୍ରେଣୀ ଯାଏଁ ଶାରୀରିକ ଶିକ୍ଷା ଦିଆଯିବ


, 13 ମାର୍ଚ୍ଚ (ହି.ସ.)

ଭୁବନେଶ୍ୱର - ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ଯାଏଁ

ସୁସ୍ଥ ରହିବା ପାଇଁ ଶାରୀରିକ ଶିକ୍ଷା ଦିଆଯିବ । ଜାତୀୟ ଶିକ୍ଷା ନୀତି 2020 ଅଧୀନରେ ଏହି

ଶିକ୍ଷା ଦିଆଯିବ । ଡିଜିଟାଲ କ୍ଲାସରୁମରେ ଇ-କଣ୍ଟେଣ୍ଟ ଦ୍ୱାରା ଶିକ୍ଷାଦାନ କରାଯାଉଛି । ଗୃହରେ

ପ୍ରଶ୍ନଉତ୍ତର କାଳରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande