ଆଜି ୨୨ତମ କିସ୍ତି ଚାଷୀ ଭାଇଭଉଣୀଙ୍କୁ ହସ୍ତାନ୍ତର କରାଯିବ
ଭୁବନେଶ୍ୱର, 13 ମାର୍ଚ୍ଚ (ହି.ସ.) ଆଜି ପିଏମ୍ କିଷାନ ଉତ୍ସବ ଦିବସ ଅବସରରେ ୨୨ତମ କିସ୍ତି ଚାଷୀ ଭାଇଭଉଣୀଙ୍କୁ ହସ୍ତାନ୍ତର କରାଯିବ। ଗୁଆହାଟି, ଆସାମ ଠାରୁ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଏହି କିସ୍ତି ପ୍ରଦାନ କରା
ଆଜି ୨୨ତମ କିସ୍ତି ଚାଷୀ ଭାଇଭଉଣୀଙ୍କୁ ହସ୍ତାନ୍ତର କରାଯିବ


ଭୁବନେଶ୍ୱର, 13 ମାର୍ଚ୍ଚ (ହି.ସ.) ଆଜି

ପିଏମ୍ କିଷାନ ଉତ୍ସବ ଦିବସ ଅବସରରେ ୨୨ତମ କିସ୍ତି ଚାଷୀ ଭାଇଭଉଣୀଙ୍କୁ ହସ୍ତାନ୍ତର

କରାଯିବ। ଗୁଆହାଟି, ଆସାମ ଠାରୁ ଆଭାସୀ

ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର

ମୋଦୀଙ୍କ କରକମଳରେ ଏହି କିସ୍ତି ପ୍ରଦାନ କରାଯିବ। କୃଷି ଶିକ୍ଷା ସଦନ, ଓୟୁଏଟି ଠାରେ

ଅନୁଷ୍ଠିତ ଏହାର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande