ଆମର 9 ବିଧାୟକ ରାହୁଲଙ୍କୁ ଭେଟିବାକୁ ବେଙ୍ଗାଲୁରୁ ଯାଇଛନ୍ତି - ରାମଚନ୍ଦ୍ର କାଡାମ
ଭୁବନେଶ୍ୱର, 13 ମାର୍ଚ୍ଚ (ହି.ସ)- ଆମର 9 ବିଧାୟକ ରାହୁଲଙ୍କୁ ଭେଟିବାକୁ ବେଙ୍ଗାଲୁରୁ ଯାଇଛନ୍ତି । ଆମ ବିଧାୟକଙ୍କୁ ପ୍ରଲୋଭିତ କରୁଛି ବିଜେପି । ବିଜେପିର ଘୋଡା ବେପାର ନେଇ ଚର୍ଚ୍ଚା ହେଉଛି । କିନ୍ତୁ ଆମ ବିଧାୟକ ସୁରକ୍ଷିତ ଅଛନ୍ତି । ଆମର 9 ବିଧାୟକ ବେଙ୍ଗାଲୁରୁ
ଆମର 9 ବିଧାୟକ ରାହୁଲଙ୍କୁ     ଭେଟିବାକୁ ବେଙ୍ଗାଲୁରୁ ଯାଇଛନ୍ତି - ରାମଚନ୍ଦ୍ର କାଡାମ


ଭୁବନେଶ୍ୱର, 13 ମାର୍ଚ୍ଚ (ହି.ସ)- ଆମର 9 ବିଧାୟକ ରାହୁଲଙ୍କୁ

ଭେଟିବାକୁ ବେଙ୍ଗାଲୁରୁ ଯାଇଛନ୍ତି । ଆମ ବିଧାୟକଙ୍କୁ

ପ୍ରଲୋଭିତ କରୁଛି ବିଜେପି । ବିଜେପିର ଘୋଡା ବେପାର ନେଇ ଚର୍ଚ୍ଚା ହେଉଛି । କିନ୍ତୁ ଆମ ବିଧାୟକ ସୁରକ୍ଷିତ ଅଛନ୍ତି । ଆମର 9 ବିଧାୟକ ବେଙ୍ଗାଲୁରୁ ଯାଇଛନ୍ତି ରାହୁଲ

ଗାନ୍ଧୀ ଓ ଖଡ଼ଗେଙ୍କୁ ସେଠାରେ ଭେଟିବାକୁ ଯାଇଛନ୍ତି ଆମ ବିଧାୟକ । ଅନ୍ୟ 5 ବିଧାୟକ ଯେଉଁମାନେ

ଏଠି ଅଛନ୍ତି କ୍ରସ ଭୋଟିଙ୍ଗ କରିବେ ନାହିଁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର

କାଡାମ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande