କଂଗ୍ରେସ ବିଧାୟକଙ୍କ ଗସ୍ତକୁ ସୋଫିଆଙ୍କ ନାପସନ୍ଦ
ଭୁବନେଶ୍ୱର, 13 ମାର୍ଚ୍ଚ (ହି.ସ.)- କଂଗ୍ରେସ ବିଧାୟକଙ୍କ ଗସ୍ତକୁ ନାପସନ୍ଦ କଲେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଷ । କହିଲେ ମୁଁ ବି ଗଣମାଧ୍ୟମରୁ ଶୁଣିଲି। କିନ୍ତୁ ବାହାରକୁ ଯିବାର କଣ ଆବଶ୍ୟକତା ରହିଛି । ଆମେ ନିର୍ବାଚିତ ପ୍ରତିନିଧି। କଟକ ଭଳି ଶିକ୍ଷିତ
କଂଗ୍ରେସ ବିଧାୟକଙ୍କ ଗସ୍ତକୁ ସୋଫିଆଙ୍କ ନାପସନ୍ଦ


ଭୁବନେଶ୍ୱର, 13 ମାର୍ଚ୍ଚ (ହି.ସ.)- କଂଗ୍ରେସ ବିଧାୟକଙ୍କ ଗସ୍ତକୁ ନାପସନ୍ଦ କଲେ କଂଗ୍ରେସ

ବିଧାୟିକା ସୋଫିଆ ଫିର୍ଦ୍ଦୋଷ । କହିଲେ ମୁଁ ବି ଗଣମାଧ୍ୟମରୁ ଶୁଣିଲି। କିନ୍ତୁ ବାହାରକୁ ଯିବାର କଣ ଆବଶ୍ୟକତା ରହିଛି । ଆମେ

ନିର୍ବାଚିତ ପ୍ରତିନିଧି। କଟକ ଭଳି ଶିକ୍ଷିତ

ସହରରୁ ଆମେ ଆସିଛୁ। ମତେ କିଛି କୁହାଯାଇ ନାହିଁ।

ଆମେ ବି ନିଜେ ନିଜେ ନିଷ୍ପତ୍ତି ନେଇଛୁ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande