ନବୀନ ଘୋଡା ବେପାର କରନ୍ତି , ମୋତେ ବି ଅଫର କରିଥିଲେ - ପ୍ରତାପ ଷଡ଼ଙ୍ଗୀ
ଭୁବନେଶ୍ୱର, ୧୪ ମାର୍ଚ୍ଚ (ହି.ସ)- ନବୀନଙ୍କ ଘୋଡା ବେପାର ମନ୍ତବ୍ୟ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ। ସେ କହିଛନ୍ତି ଯେ ନବୀନ ଅତୀତରେ ଘୋଡା ବେପାରରେ ମୋତେ ଅଫର କରିଥିଲେ । ମୋତେ କିଣିବାକୁ ଚେଷ୍ଟା କରିଥିଲେ । ନେତା ପଠେଇଥିଲେ। ନବୀନ ଘୋଡା ବେପାର କରନ୍ତି । ମୋତେ ବି
pratap sarangi


ଭୁବନେଶ୍ୱର, ୧୪ ମାର୍ଚ୍ଚ (ହି.ସ)- ନବୀନଙ୍କ ଘୋଡା ବେପାର ମନ୍ତବ୍ୟ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ। ସେ କହିଛନ୍ତି ଯେ ନବୀନ ଅତୀତରେ ଘୋଡା ବେପାରରେ ମୋତେ ଅଫର କରିଥିଲେ । ମୋତେ କିଣିବାକୁ ଚେଷ୍ଟା କରିଥିଲେ । ନେତା ପଠେଇଥିଲେ। ନବୀନ ଘୋଡା ବେପାର କରନ୍ତି । ମୋତେ ବି ଅଫର କରିଥିଲେ । ୩ ଜଣ ବିଧାୟକଙ୍କୁ ପଠେଇଥିଲେ । ମୁଁ ମନା କରିଥିଲି । ଏବେ ବି ଚାହୁଁଛନ୍ତି ହେଲେ କରି ପାରୁ ନାହାନ୍ତି କ୍ଷମତା ଆଉ ନାହିଁ । ସେଥିପାଇଁ ସେ ଏମିତି ଘୋଡା ବେପାର କଥା କହୁଛନ୍ତି । ବିଜେପି ଘୋଡା ବେପାର କରୁନି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande