ଜୀବନ ପ୍ରଦୀପ୍ତ ଦଳ ଛାଡିବାର କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ - ପ୍ରତାପ ଷଡ଼ଙ୍ଗୀ
ଭୁବନେଶ୍ୱର, ୧୪ ମାର୍ଚ୍ଚ (ହି.ସ)- ଜୀବନ ପ୍ରଦୀପ ଦାସ ବିଜେପି ଛାଡ଼ିବା ନେଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ପ୍ରତିକ୍ରିୟା ରଖି କହିଛନ୍ତି ଜୀବନ ପ୍ରଦୀପ୍ତ ଦାସ ଦଳ ଛାଡିବାର କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ । ପୂର୍ବରୁ ବି ନଥିଲା ଏବେ ବି ନାହିଁ । ମୁଁ ତାଙ୍କୁ ଫୋନ କରି ବୁଝାଇଥିଲି। ସେ ଯଦି କହୁଛନ୍ତି ଦ
pratap sarangi


ଭୁବନେଶ୍ୱର, ୧୪ ମାର୍ଚ୍ଚ (ହି.ସ)- ଜୀବନ ପ୍ରଦୀପ ଦାସ ବିଜେପି ଛାଡ଼ିବା ନେଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ପ୍ରତିକ୍ରିୟା ରଖି କହିଛନ୍ତି ଜୀବନ ପ୍ରଦୀପ୍ତ ଦାସ ଦଳ ଛାଡିବାର କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ । ପୂର୍ବରୁ ବି ନଥିଲା ଏବେ ବି ନାହିଁ । ମୁଁ ତାଙ୍କୁ ଫୋନ କରି ବୁଝାଇଥିଲି। ସେ ଯଦି କହୁଛନ୍ତି ଦଳରେ ନୀତି ନୈତିକତା ନାହିଁ ତେବେ ସେ କେଉଁ ନୈତିକତାରେ ବିଜେଡିରେ ମିଶିଥିଲେ । ତାଙ୍କର ଯଦି ଅଭିଯୋଗ ଥିଲା ସେ ଦଳର ଉପଯୁକ୍ତ ଫୋରମରେ କହି ପାରିଥାନ୍ତେ । କେହି ଜଣେ ଚାଲିଗଲେ ଦଳରେ ସେମିତି ପ୍ରଭାବ ପଡିବ ନାହିଁ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande