ଝାରସୁଗୁଡ଼ା ଜିଲ୍ଲା ପୂର୍ବତନ ସଭାପତିଙ୍କ ମାଙ୍କୁ ଶ୍ରଦ୍ଧାଂଜଳି ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୧୪ ମାର୍ଚ୍ଚ (ହି.ସ)- ଝାରସୁଗୁଡ଼ା ଜିଲ୍ଲା ବିଜେପିର ପୂର୍ବତନ ସଭାପତି ଦିନେଶ ଜୈନଙ୍କ ସ୍ୱର୍ଗତା ମାତାଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକ୍ସରେ ପୋଷ୍ଟ କରି କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ଆମ ଦଳର ନେତା ତଥା ଝାରସୁଗୁଡ଼ା ଜିଲ୍ଲା ପୂର୍ବତନ ସଭାପତି
gjhk


ଭୁବନେଶ୍ୱର, ୧୪ ମାର୍ଚ୍ଚ (ହି.ସ)- ଝାରସୁଗୁଡ଼ା ଜିଲ୍ଲା ବିଜେପିର ପୂର୍ବତନ ସଭାପତି ଦିନେଶ ଜୈନଙ୍କ ସ୍ୱର୍ଗତା ମାତାଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏକ୍ସରେ ପୋଷ୍ଟ କରି କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ଆମ ଦଳର ନେତା ତଥା ଝାରସୁଗୁଡ଼ା ଜିଲ୍ଲା ପୂର୍ବତନ ସଭାପତି ଦିନେଶ ଜୈନଙ୍କ ମା’ ସ୍ୱର୍ଗତ ରାଜକୁମାରୀ ଜୈନଙ୍କୁ ଝାରସୁଗୁଡ଼ା ସ୍ଥିତ ବାସଭବନରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଲି । ସେ ଜଣେ ମିଷ୍ଟଭାଷୀ ଏବଂ ଧର୍ମପରାୟଣା ମହିଳା ଥିଲେ । ଅମର ଆତ୍ମାର ସଦଗତି କାମନା କରୁଛି । ଓଁ ଶାନ୍ତି

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande