ବିଜେପି ଘୋଡା ବେପାର କରୁଛି - ନବୀନ
ଭୁବନେଶ୍ୱର, ୧୪ ମାର୍ଚ୍ଚ (ହି.ସ)- ବିଜେପି ଦଳର ଲୋକମାନେ ଘୋଡା ବେପାର କରୁଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀନ କହିଛନ୍ତି ଘୋଡା ବେପାର କରୁଛି ବିଜେପି । ନିଜର ସମସ୍ତ ତିନି ପ୍ରାର୍ଥୀଙ୍କ ପାଇଁ ଏହା କରୁଛି ବିଜ
Naveen Patnaik (File Photo)


ଭୁବନେଶ୍ୱର, ୧୪ ମାର୍ଚ୍ଚ (ହି.ସ)- ବିଜେପି ଦଳର ଲୋକମାନେ ଘୋଡା ବେପାର କରୁଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀନ କହିଛନ୍ତି ଘୋଡା ବେପାର କରୁଛି ବିଜେପି । ନିଜର ସମସ୍ତ ତିନି ପ୍ରାର୍ଥୀଙ୍କ ପାଇଁ ଏହା କରୁଛି ବିଜେପି, ଯାହା ଗଣତନ୍ତ୍ରରେ ଅପରାଧ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande