ମୋତେ ନବୀନ ଅପମାନିତ କରିବା ପୁଅକୁ ଆଘାତ ଦେଇଛି - ପ୍ରଭାତ ବିଶ୍ୱାଳ
ଭୁବନେଶ୍ୱର, ୧୪ ମାର୍ଚ୍ଚ (ହି.ସ)- ପୁଅ ସୌଭିକଙ୍କ ରାଜ୍ୟସଭା ମତଦାନକୁ ନେଇ ବିଜେଡିର ନିଲମ୍ବିତ ନେତା ପ୍ରଭାତ ବିଶ୍ୱାଳ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ସୌଭିକ୍ ନିହାତି ଆମ ପରାମର୍ଶ ନେବ। କାଲି ସଂଧ୍ୟାରେ ଆଲୋଚନା ହେବ। ଏହା ଘୋଡ଼ା ବେପାର ନୁହେଁ। ଏଠି ନୀତି, ନୈତିକତା, ସ୍ୱାଭିମାନର କଥ
prabhat Biswal


ଭୁବନେଶ୍ୱର, ୧୪ ମାର୍ଚ୍ଚ (ହି.ସ)- ପୁଅ ସୌଭିକଙ୍କ ରାଜ୍ୟସଭା ମତଦାନକୁ ନେଇ ବିଜେଡିର ନିଲମ୍ବିତ ନେତା ପ୍ରଭାତ ବିଶ୍ୱାଳ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ସୌଭିକ୍ ନିହାତି ଆମ ପରାମର୍ଶ ନେବ। କାଲି ସଂଧ୍ୟାରେ ଆଲୋଚନା ହେବ। ଏହା ଘୋଡ଼ା ବେପାର ନୁହେଁ। ଏଠି ନୀତି, ନୈତିକତା, ସ୍ୱାଭିମାନର କଥା ଉଠୁଛି। ମୋତେ ନବୀନ ଅପମାନିତ କରିବା ପୁଅ ସୌଭିକ୍ କୁ ଆଘାତ ଦେଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande