ଏଆଇସିସି ସ୍କାନରରେ ଦାଶରଥୀ ଗମାଙ୍ଗ, ଦତ୍ତେଶ୍ୱର ହୋତାଙ୍କୁ ଭୋଟ ଦେବା ନେଇ ଭରସା
ଭୁବନେଶ୍ୱର, 14 ମାର୍ଚ୍ଚ (ହି.ସ.)-ଏଆଇସିସି ସ୍କାନରରେ ଦାଶରଥୀ ଗମାଙ୍ଗ । ପିସିସି ସଭାପତି ଏବଂ ଏଆଇସିସି ନେତା ମାନେ ଦାଶରଥୀଙ୍କ ସହ ଯୋଗାଯୋଗ କରୁଛନ୍ତି । ହେଲେ ସେ ଫୋନ ଉଠାଉ ନାହାନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ । ସେ କହିଛନ୍ତି ଯେ,
ଏଆଇସିସି ସ୍କାନରରେ ଦାଶରଥୀ ଗମାଙ୍ଗ, ଦତ୍ତେଶ୍ୱର     ହୋତାଙ୍କୁ ଭୋଟ ଦେବା ନେଇ ଭରସା


ଭୁବନେଶ୍ୱର, 14 ମାର୍ଚ୍ଚ (ହି.ସ.)-ଏଆଇସିସି ସ୍କାନରରେ ଦାଶରଥୀ ଗମାଙ୍ଗ । ପିସିସି ସଭାପତି ଏବଂ

ଏଆଇସିସି ନେତା ମାନେ ଦାଶରଥୀଙ୍କ ସହ ଯୋଗାଯୋଗ କରୁଛନ୍ତି । ହେଲେ ସେ ଫୋନ ଉଠାଉ ନାହାନ୍ତି

ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ । ସେ କହିଛନ୍ତି ଯେ, ତଥାପି ତାଙ୍କ ଉପରେ କଂଗ୍ରେସ ଭରସା

ରଖିଛି । ସେ ନିଶ୍ଚିତ ଦତ୍ତେଶ୍ୱର ହୋତାଙ୍କୁ ଭୋଟ ଦେବେ । ଯେଉଁମାନେ କ୍ରସ ଭୋଟିଂ କରିବେ, ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ନିଆଯିବ । ବିଜେପି ଯେଉଁ ଯୋଜନା କରୁଛି, ସେଥିରେ ସଫଳ ହେବ ନାହିଁ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande