ବିଧାନସଭା ବେଳେ ବିଧାୟକଙ୍କୁ ଲୁଚେଇବା ନିନ୍ଦନୀୟ- ଅଶୋକ ମହାନ୍ତି
ଭୁବନେଶ୍ୱର, 14 ମାର୍ଚ୍ଚ (ହି.ସ.)- ବିଧାନସଭା ବେଳେ ବିଧାୟକଙ୍କୁ ଲୁଚେଇବା ନିନ୍ଦନୀୟ ବୋଲି ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି । ସେମାନଙ୍କ ବିଧାୟକଙ୍କୁ ସେମାନେ ଲୁଚେଇଛନ୍ତି । ସମସ୍ତ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ହୋଇଛି । କେଉଁଠି ଲୁଚେଇଛନ୍ତି ସେମ
ବିଧାନସଭା ବେଳେ ବିଧାୟକଙ୍କୁ ଲୁଚେଇବା ନିନ୍ଦନୀୟ- ଅଶୋକ     ମହାନ୍ତି


ଭୁବନେଶ୍ୱର, 14 ମାର୍ଚ୍ଚ (ହି.ସ.)- ବିଧାନସଭା ବେଳେ ବିଧାୟକଙ୍କୁ ଲୁଚେଇବା

ନିନ୍ଦନୀୟ ବୋଲି ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି । ସେମାନଙ୍କ ବିଧାୟକଙ୍କୁ

ସେମାନେ ଲୁଚେଇଛନ୍ତି । ସମସ୍ତ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ହୋଇଛି । କେଉଁଠି ଲୁଚେଇଛନ୍ତି

ସେମାନେ କହି ପାରିବେ । ବିଜେପି ସମ୍ମୁଖରେ ଲଢୁଛି । କଂଗ୍ରେସ ଯେଉଁ ଅଭିଯୋଗ କରୁଛି ଭିତ୍ତିହୀନ

ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande