
ଭୁବନେଶ୍ୱର, 14 ମାର୍ଚ୍ଚ (ହି.ସ.)-ବ୍ୟବସାୟୀ
ବ୍ୟବହାର କରିପାରିବେ କାଠ
ଚୁଲି ଓ କୋଇଲା ।
ରାଜଧାନୀ ବ୍ୟବସାୟଙ୍କୁ ଆଶ୍ୱସ୍ତି । ପରିସ୍ଥିତିକୁ
ଦୃଷ୍ଟିରେ ରଖି ବିଏମସି
ନିୟମକୁ କୋହଳ କରିଛି । ଛୋଟ
ଛୋଟ ବ୍ୟବସାୟୀଙ୍କ ଜୀବନ ଜୀବିକାର
କଥା । ଗ୍ୟାସ୍ ପାଇଁ
ଏତେ ଧାଡ଼ି । ବ୍ୟବସାୟ
କ୍ଷତି ନ ହେଉ ଏସବୁକୁ
ଦେଖି ବ୍ୟବସାୟ ମାନେ ଏବେ କାଠ
ଚୁଲି ଓ କୋଇଲା
ବ୍ୟବହାର କରିପାରିବେ । କୌଣସି
ଅସୁବିଧା ନାହିଁ । କିନ୍ତୁ କେବଳ
ଏହି ଯୁଦ୍ଧକାଳୀନ ଭିତି ପାଇଁ
ଏହି କୋହଲ୍ କରାଯାଇଥିବା
ମେୟର ପ୍ରତିକ୍ରିୟା ରଖିଛନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ
ଏହାକୁ ପରିବର୍ତ୍ତନ କରାଯିବ ।
ସେପଟେ ବିଶେଷ୍ ଆତଙ୍କିତ ନହୋଇ ଗ୍ୟାସ୍
ପାଇଁ ଧାଡ଼ି କରି ଛିଡା
ନେବାକୁ ଅନୁରୋଧ କରିଛନ୍ତି ।
ଯେଉଁମାନଙ୍କ ପାଖେ ଘରେ ଗ୍ୟାସ ଯଥେଷ୍ଟ
ଅଛି ଅଯଥା ଅଧିକ
କିଣି ଅଭାବୀ ବିକ୍ରି ସୃଷ୍ଟି ନ କରିବାକୁ
ମେୟର ସୁଲୋଚନା ଦାସ ଅନୁରୋଧ
କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା