ସମ୍ଭାବ୍ୟ  ଅଭାବ  ଗ୍ୟାସ୍ ବିକ୍ରିକୁ ନେଇ  ଚିନ୍ତାରେ ଲୋକେ, ଅଧିକ ଦାମରେ କିଣିନେଉଛନ୍ତି ଗ୍ୟାସ
ଭୁବନେଶ୍ୱର, 14 ମାର୍ଚ୍ଚ (ହି.ସ.)ସମ୍ଭାବ୍ୟ ଅଭାବ ଗ୍ୟାସ୍ ବିକ୍ରିକୁ ନେଇ ଚିନ୍ତାରେ ସାଧରଣ ଲୋକେ । ଅଧିକ ଦର ପଛେ ହେଉ ଲୋକ କିଣି ନେଉଛନ୍ତି ଗ୍ୟାସ୍ । ୬୦ ଟଙ୍କା ବୃଦ୍ଧିରେ ସାଧରଣ ଲୋକ ଗ୍ୟାସ୍ କିଣୁଛନ୍ତି । ସକାଳ ସକାଳୁ ବିଭିନ୍ନ ଗ୍ୟାସ୍
ସମ୍ଭାବ୍ୟ      ଅଭାବ  ଗ୍ୟାସ୍ ବିକ୍ରିକୁ ନେଇ  ଚିନ୍ତାରେ ଲୋକେ, ଅଧିକ ଦାମରେ କିଣିନେଉଛନ୍ତି ଗ୍ୟାସ


ଭୁବନେଶ୍ୱର, 14 ମାର୍ଚ୍ଚ (ହି.ସ.)ସମ୍ଭାବ୍ୟ

ଅଭାବ ଗ୍ୟାସ୍ ବିକ୍ରିକୁ ନେଇ ଚିନ୍ତାରେ

ସାଧରଣ ଲୋକେ । ଅଧିକ ଦର ପଛେ ହେଉ ଲୋକ କିଣି ନେଉଛନ୍ତି ଗ୍ୟାସ୍ । ୬୦ ଟଙ୍କା ବୃଦ୍ଧିରେ ସାଧରଣ ଲୋକ ଗ୍ୟାସ୍

କିଣୁଛନ୍ତି । ସକାଳ ସକାଳୁ

ବିଭିନ୍ନ ଗ୍ୟାସ୍ ଦୋକାନରେ ଲାଗୁଛି ଭିଡ

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande