ଭାରତୀୟ ମହିଳା ହକି ଟିମକୁ ବିଶ୍ୱ କପ 2026 ପାଇଁ ଯୋଗ୍ୟ ହୋଇଥିବାରୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର, 14 ମାର୍ଚ୍ଚ (ହି.ସ.)- ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଭାରତୀୟ ମହିଳା ଜାତୀୟ ହକି ଟିମକୁଏଫଆଇଏଚ ହକି ୱାର୍ଲ୍ଡ କପ2026କ୍ୱାଲିଫାୟରର ସେମିଫାଇନାଲରେ ଇଟାଲୀ ମହିଳା ଜାତୀୟ ହକି ଟିମକୁ 1–0 ଗୋଲରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିବା ସହିତ ଏଫଆଇ
ଭାରତୀୟ ମହିଳା ହକି ଟିମକୁ ବିଶ୍ୱ କପ 2026 ପାଇଁ ଯୋଗ୍ୟ     ହୋଇଥିବାରୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ


ଭୁବନେଶ୍ୱର, 14 ମାର୍ଚ୍ଚ (ହି.ସ.)- ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଭାରତୀୟ ମହିଳା ଜାତୀୟ

ହକି ଟିମକୁଏଫଆଇଏଚ ହକି ୱାର୍ଲ୍ଡ କପ2026କ୍ୱାଲିଫାୟରର ସେମିଫାଇନାଲରେ ଇଟାଲୀ ମହିଳା ଜାତୀୟ ହକି ଟିମକୁ 1–0 ଗୋଲରେ ପରାସ୍ତ କରି

ଫାଇନାଲକୁ ପ୍ରବେଶ କରିବା ସହିତ ଏଫଆଇଏଚ ହକି ୱାର୍ଲ୍ଡ କପ2026 ପାଇଁ କ୍ୱାଲିଫାଇ

କରିଥିବାକୁ ନେଇ ଅଭିନନ୍ଦନ ଜଣାଇଛନ୍ତି।

ସୋସିଆଲ ମିଡିଆରେ ତାଙ୍କ ବାର୍ତ୍ତାରେ ନବୀନ ପଟ୍ଟନାୟକ ଦଳର

ପ୍ରଦର୍ଶନକୁ ପ୍ରଶଂସା କରି କହିଛନ୍ତି ଯେ ଏହି ବିଜୟ ଭାରତୀୟ ମହିଳା ହକି ପାଇଁ ଗର୍ବର

ମୁହୂର୍ତ୍ତ।

ସେ ଆଗାମୀ ଫାଇନାଲ ମ୍ୟାଚ୍ ପାଇଁ ଦଳକୁ ଶୁଭେଚ୍ଛା ଜଣାଇ

କହିଛନ୍ତି ଯେ ଭାରତୀୟ ଦଳ ଇଂଲଣ୍ଡମହିଳା ଜାତୀୟ ହକି ଟିମ ବିରୋଧରେ

ହେବାକୁ ଥିବା ଫାଇନାଲ ମ୍ୟାଚ୍ରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande