୧୬ ରେ ପିପିଲି ବ୍ଲକରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି
ପୁରୀ, ୧୫ ମାର୍ଚ୍ଚ (ହି.ସ.)- ମାର୍ଚ୍ଚ ୧୬ ତାରିଖ ପୂର୍ବାହ୍ନ୧୦ଟାରେ ପିପିଲି ବ୍ଲକ ସମ୍ମିଳନୀ ଗୃହରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ | ପିପିଲି ବ୍ଲକ ର ଅଧିବାସୀମାନେ ଏହି ଅଭିଯୋଗ ଶୁଣାଣିରେ ଯୋଗଦେଇପାରିବେ | ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀ ବିବେକାନନ୍ଦ ସାହୁ ଜନସାଧ
୧୬ ରେ ପିପିଲି ବ୍ଲକରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି


ପୁରୀ, ୧୫ ମାର୍ଚ୍ଚ (ହି.ସ.)- ମାର୍ଚ୍ଚ ୧୬ ତାରିଖ ପୂର୍ବାହ୍ନ୧୦ଟାରେ ପିପିଲି ବ୍ଲକ ସମ୍ମିଳନୀ ଗୃହରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ | ପିପିଲି ବ୍ଲକ ର ଅଧିବାସୀମାନେ ଏହି ଅଭିଯୋଗ ଶୁଣାଣିରେ ଯୋଗଦେଇପାରିବେ | ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀ ବିବେକାନନ୍ଦ ସାହୁ ଜନସାଧାରଣଙ୍କ ପାଇଁ ଏହି ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande