ଭୋଟ ଦେଲେ ଚକ୍ରମଣି କହଁର
ଭୁବନେଶ୍ୱର, 16 ମାର୍ଚ୍ଚ (ହି.ସ.)- ବିଜେଡି ବିଧାୟକ ଚକ୍ରମଣି କହଁର ଭୋଟ ଦେଇଛନ୍ତି । ଭୋଟ ଦେଇ ବାହାରିଲେ, କାହାକୁ ଦେଲେ କହିଲେନି । ଯାହାକୁ ନେଇ ବଢିଲା ସସପେନ୍ସ । ଚକ୍ରମଣିଙ୍କୁ ସୋ କଜ୍ ନୋଟିସ୍ କରିଥିଲା ବିଜେଡି । ---------------
ଭୋଟ ଦେଲେ ଚକ୍ରମଣି କହଁର


ଭୁବନେଶ୍ୱର, 16 ମାର୍ଚ୍ଚ (ହି.ସ.)- ବିଜେଡି ବିଧାୟକ

ଚକ୍ରମଣି କହଁର ଭୋଟ ଦେଇଛନ୍ତି । ଭୋଟ ଦେଇ ବାହାରିଲେ, କାହାକୁ

ଦେଲେ କହିଲେନି । ଯାହାକୁ ନେଇ ବଢିଲା ସସପେନ୍ସ । ଚକ୍ରମଣିଙ୍କୁ ସୋ କଜ୍ ନୋଟିସ୍ କରିଥିଲା ବିଜେଡି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande