
ଭୁବନେଶ୍ୱର, 16 ମାର୍ଚ୍ଚ (ହି.ସ.)- ଆମେ ଶତ ପ୍ରତିଶତ ଜିତିକି ଅଛୁ ବୋଲି ବିଜେପି ରାଜ୍ୟ ସହ
ପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି । ଭୋଟ ହୋଇ
ଯିବାକୁ ଦିଅନ୍ତୁ । ରେଜଲ୍ଟ ଆପଣ ଜାଣିପାରିବେ । କିଏ କେଉଁଠି
ଅଛି ସ୍ପଷ୍ଟ ହେବ ।
ଦଳ ନିଶ୍ଚିତ ଆମେ ନିଶ୍ଚିତ
ଜିତୁଛୁ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା