
ଭୁବନେଶ୍ୱର, 16 ମାର୍ଚ୍ଚ (ହି.ସ.)- ମୁଁ ପ୍ରଥମରୁ
କହିଛି ଚତୁର୍ଥ ସିଟ୍ ଆମେ ଜିତିବୁ ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ ମନମୋହନ ସାମଲ । ଆଜି
ସମସ୍ତେ ଆସିଥିଲେ । ଆଲୋଚନା ହୋଇଛି । ଭୋଟ ଦେବାକୁ ଯାଉଛନ୍ତି । ଅପେକ୍ଷା କରନ୍ତୁ । ସନା
ମହାକୁଡ ଯାହାକୁ ବି ଭୋଟ ଦେଇଥିବେ ସେ ତାଙ୍କ ବିବେକ ଅନୁଯାୟୀ ଦେଇଥିବେ । ଆମେ ତିନୋଟିରେ ଜିତିବୁ
ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା