କଟକ ଏସସିବିଅଗ୍ନିକାଣ୍ଡରେ ମୃତକଙ୍କ ପାଇଁ ରାଷ୍ଟ୍ରପତି ଭବନରେ ନିରବ ପ୍ରାର୍ଥନା
ଭୁବନେଶ୍ୱର, 16 ମାର୍ଚ୍ଚ (ହି.ସ.)- କଟକ ଏସସିବିଅଗ୍ନିକାଣ୍ଡରେ ମୃତକଙ୍କ ପାଇଁ ରାଷ୍ଟ୍ରପତି ଭବନରେ ନିରବ ପ୍ରାର୍ଥନା କରାଯାଇଛି । ଏକ ଗମ୍ଭୀର ସମବେଦନାର ପ୍ରକାଶ ସ୍ୱରୂପ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଏବଂ ସାଂସଦମାନେ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ
କଟକ ଏସସିବିଅଗ୍ନିକାଣ୍ଡରେ ମୃତକଙ୍କ ପାଇଁ ରାଷ୍ଟ୍ରପତି ଭବନରେ ନିରବ ପ୍ରାର୍ଥନା


ଭୁବନେଶ୍ୱର, 16 ମାର୍ଚ୍ଚ (ହି.ସ.)- କଟକ ଏସସିବିଅଗ୍ନିକାଣ୍ଡରେ ମୃତକଙ୍କ ପାଇଁ ରାଷ୍ଟ୍ରପତି ଭବନରେ ନିରବ ପ୍ରାର୍ଥନା

କରାଯାଇଛି । ଏକ ଗମ୍ଭୀର ସମବେଦନାର ପ୍ରକାଶ

ସ୍ୱରୂପ,

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଏବଂ ସାଂସଦମାନେ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ

ଓଡ଼ିଶାର କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡର ମୃତକମାନଙ୍କ

ସ୍ମୃତିରେ ଏକ ମିନିଟ୍ ନିରବ ପ୍ରାର୍ଥନା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande