ଉପାସନା ମହାପାତ୍ରଙ୍କ ଭୋଟ୍କୁ ନେଇ ବିବାଦ, ବିଧାୟିକା ଉପାସନା ଭୋଟଦାନରେ ତ୍ରୁଟି କରିଛନ୍ତି- ନବୀନ
ଭୁବନେଶ୍ୱର, 16 ମାର୍ଚ୍ଚ (ହି.ସ.)- ରାଜ୍ୟସଭା ନିର୍ବାଚନରେ ଭୋଟିଂ ବେଳେ ନବୀନଙ୍କ ବଡ଼ ଅଭିଯୋଗ । ବିଜେପି ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟକୁ ନେଇ ସଙ୍ଗୀନ ଅଭିଯୋଗ ଆଣିଲେ ବିରୋଧୀ ଦଳ ନେତା । ଉପାସନା ଭୋଟ ଦେବା ବେଳେ ଭୁଲ କରିଛନ୍ତି । କିନ୍ତୁ ପୋଲିଂ ଅଫିସର ଉ
ଉପାସନା ମହାପାତ୍ରଙ୍କ ଭୋଟ୍କୁ ନେଇ ବିବାଦ, ବିଧାୟିକା ଉପାସନା ଭୋଟଦାନରେ     ତ୍ରୁଟି କରିଛନ୍ତି- ନବୀନ


ଭୁବନେଶ୍ୱର, 16 ମାର୍ଚ୍ଚ (ହି.ସ.)- ରାଜ୍ୟସଭା

ନିର୍ବାଚନରେ ଭୋଟିଂ ବେଳେ ନବୀନଙ୍କ ବଡ଼ ଅଭିଯୋଗ । ବିଜେପି ବିଧାୟିକା ଉପାସନା ମହାପାତ୍ରଙ୍କ

ଭୋଟକୁ ନେଇ ସଙ୍ଗୀନ ଅଭିଯୋଗ ଆଣିଲେ ବିରୋଧୀ ଦଳ ନେତା । ଉପାସନା ଭୋଟ ଦେବା ବେଳେ ଭୁଲ

କରିଛନ୍ତି । କିନ୍ତୁ ପୋଲିଂ ଅଫିସର ଉପସନାଙ୍କ ଭୋଟକୁ ବେଆଇନ ଭାବେ ଗ୍ରହଣ କରିଛନ୍ତି । ବେଆଇନ୍

ଭାବେ ତାଙ୍କୁ ଦ୍ୱିତୀୟ ବାଲଟ ପେପର ପ୍ରଦାନ କରିଛନ୍ତି ।

ଏହାଦ୍ୱାରା ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାକୁ ଧ୍ୱଂସ କରାଯାଉଛି ବୋଲି ନବୀନ

ପଟ୍ଟନାୟକ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande