ଭୋଟ ଦେଲେ ସୁରେଶ ପୂଜାରୀ
ଭୁବନେଶ୍ୱର, 16 ମାର୍ଚ୍ଚ (ହି.ସ.)- ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଆଜି ବିଧାନସଭାରେ ରାଜ୍ୟସଭା ପାଇଁ ଭୋଟ ଦେଇ ସାରିବା ପରେ ନିଜ କାର୍ଯ୍ୟାଳୟ କକ୍ଷରେ ବସି ଗତକାଲି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳରେ ଘଟିଥିବା ଘୂର୍ଣ୍ଣିବାତ୍ୟାରେ ହୋଇଥିବା ଧନଜୀବନର କ୍
ଭୋଟ ଦେଲେ ସୁରେଶ ପୂଜାରୀ


ଭୁବନେଶ୍ୱର, 16 ମାର୍ଚ୍ଚ (ହି.ସ.)- ରାଜସ୍ୱ

ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଆଜି ବିଧାନସଭାରେ ରାଜ୍ୟସଭା ପାଇଁ ଭୋଟ ଦେଇ ସାରିବା ପରେ ନିଜ

କାର୍ଯ୍ୟାଳୟ କକ୍ଷରେ ବସି ଗତକାଲି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳରେ ଘଟିଥିବା

ଘୂର୍ଣ୍ଣିବାତ୍ୟାରେ ହୋଇଥିବା ଧନଜୀବନର କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଫୋନ୍ ଯୋଗେ

ଆଲୋଚନା କରିଥିଲେ ଏବଂ ବିଭାଗୀୟ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଖବର ନେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande