ଦେବୀ କୁଷ୍ମାଣ୍ଡାଙ୍କ ଦିବ୍ୟ ଓ ଦୟାଳୁ କୃପାର ବର୍ଣ୍ଣନା କଲେ ପିଏମ ମୋଦି
ନୂଆଦିଲ୍ଲୀ, 22 ମାର୍ଚ୍ଚ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସଂସ୍କୃତର ଏକ ସୁଭାଷିତ ସେୟାର କରିଛନ୍ତି, ଯେଉଁଥିରେ ଦେବୀ କୂଷ୍ମାଣ୍ଡାଙ୍କର ଦିବ୍ୟ ଓ କୃପାଳୁ କୃପାକୁ ଉଜାଗର କରାଯାଇଛି। ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, ଅଦମ୍ୟ ସାହସ ଓ ଆଧ୍ୟା
ଦେବୀ କୁଷ୍ମାଣ୍ଡାଙ୍କ ଦିବ୍ୟ ଓ ଦୟାଳୁ କୃପାର ବର୍ଣ୍ଣନା କଲେ ପିଏମ     ମୋଦି


ନୂଆଦିଲ୍ଲୀ, 22 ମାର୍ଚ୍ଚ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସଂସ୍କୃତର ଏକ

ସୁଭାଷିତ ସେୟାର କରିଛନ୍ତି, ଯେଉଁଥିରେ ଦେବୀ

କୂଷ୍ମାଣ୍ଡାଙ୍କର ଦିବ୍ୟ ଓ କୃପାଳୁ କୃପାକୁ ଉଜାଗର କରାଯାଇଛି।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, ଅଦମ୍ୟ ସାହସ ଓ

ଆଧ୍ୟାତ୍ମିକ ଶକ୍ତିର ପ୍ରତୀକ ମା କୂଷ୍ମାଣ୍ଡାଙ୍କୁ ଚରଣ ବନ୍ଦନ! ତାଙ୍କର ଦିବ୍ୟ ଶକ୍ତିରେ

ପ୍ରତ୍ୟେକ ହୃଦୟରେ ନବଚେତନା ଜାଗୃତ ହେଉ। ମାତାଙ୍କ ଭକ୍ତିରେ ବିରାଟ ଶକ୍ତି ରହିଛି। ଦେବୀ

ମାଙ୍କର ଆରାଧନାରେ ମନରେ ସକାରାତ୍ମକ ଶକ୍ତି ପୂର୍ଣ୍ଣ ହୋଇଥାଏ।

ସେ ଆଜି ନବରାତ୍ରିର ଆଧ୍ୟାତ୍ମିକ ଗୁରୁତ୍ୱ ବିଷୟରେ ନିଜ ଭାବନା

ସେୟାର କରି ଦେବୀ ମାଙ୍କ ପ୍ରତି ଭକ୍ତି ଦ୍ୱାରା ମିଳୁଥିବା ଗଭୀର ଶକ୍ତି ଓ ଉର୍ଜାକୁ ଗୁରୁତ୍ୱ

ଦେଇଛନ୍ତି।

ସେ କହିଛନ୍ତି ଯେ ମାତାଙ୍କ ପ୍ରତି ଭକ୍ତିରେ ଅପାର ଶକ୍ତି ରହିଛି ଏବଂ

ଦେବୀ ମାଙ୍କର ପୂଜା ଭକ୍ତମାନଙ୍କର ହୃଦୟକୁ ସକାରାତ୍ମକ ଶକ୍ତିରେ ପୂର୍ଣ୍ଣ କରେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande