ଆଜି ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତିର ହେବ ସମୀକ୍ଷା
ପୁରୀ, ୨୩ ମାର୍ଚ୍ଚ (ହି.ସ.)- ପୁରୀରେ ଆଜି ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତିର ସମୀକ୍ଷା କରାଯିବ । ସର୍କିଟ୍ ହାଉସ୍ ରେ ସମୀକ୍ଷା ବୈଠକ କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂହ, ବରିଷ୍ଠ ସେବକ ଏବଂ ପରିଚାଳନା କମିଟି
ଆଜି ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତିର ହେବ ସମୀକ୍ଷା


ପୁରୀ, ୨୩ ମାର୍ଚ୍ଚ (ହି.ସ.)- ପୁରୀରେ ଆଜି ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତିର ସମୀକ୍ଷା କରାଯିବ । ସର୍କିଟ୍ ହାଉସ୍ ରେ ସମୀକ୍ଷା ବୈଠକ କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂହ, ବରିଷ୍ଠ ସେବକ ଏବଂ ପରିଚାଳନା କମିଟି ସଦସ୍ୟଙ୍କ ସହିତ ଆଲୋଚନା କରିବେ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande