ପଦଯାତ୍ରା ରେ ଟିଟିଲାଗଡ଼ ରୁ ଭଟଲୀ ଖାଟୁଶ୍ୟାମ ଦର୍ଶନ ପାଇଁ
ବଲାଙ୍ଗିର, 23 ମାର୍ଚ୍ଚ (ହି.ସ.) ଟିଟିଲାଗଡ଼ ରୁ ପଦଯାତ୍ରା ରେ ଟିଟିଲାଗଡ଼ ବାହରି ଭଟଲୀ ଅଭିମୁଖେ ଖାଟୁଶ୍ୟାମ ଦର୍ଶନ ପାଇଁ ଭକ୍ତ ରୋହିତ ଜୈନ ଓ ଗଣେଶ ବର୍ମା ଗତକାଲି 22 ତାରିଖ ସକାଳୁ ଆଜି ବଲାଙ୍ଗିର ରେ ପହଁଚି ଏଠାରେ ରାମ ଚରିତ୍ ମାନସ ମନ୍ଦିର ରେ ଶ୍ରୀରାମ ଜି ଙ୍କୁ ଦର୍ଶନ କରିଥିଲେ l ଏଠାରେ ମ
ପଦଯାତ୍ରା ରେ ଟିଟିଲାଗଡ଼ ରୁ ଭଟଲୀ ଖାଟୁଶ୍ୟାମ ଦର୍ଶନ ପାଇଁ


ପଦଯାତ୍ରା ରେ ଟିଟିଲାଗଡ଼ ରୁ ଭଟଲୀ ଖାଟୁଶ୍ୟାମ ଦର୍ଶନ ପାଇଁ


ପଦଯାତ୍ରା ରେ ଟିଟିଲାଗଡ଼ ରୁ ଭଟଲୀ ଖାଟୁଶ୍ୟାମ ଦର୍ଶନ ପାଇଁ


ବଲାଙ୍ଗିର, 23 ମାର୍ଚ୍ଚ (ହି.ସ.)

ଟିଟିଲାଗଡ଼ ରୁ ପଦଯାତ୍ରା ରେ ଟିଟିଲାଗଡ଼ ବାହରି ଭଟଲୀ ଅଭିମୁଖେ ଖାଟୁଶ୍ୟାମ ଦର୍ଶନ ପାଇଁ ଭକ୍ତ ରୋହିତ ଜୈନ ଓ ଗଣେଶ ବର୍ମା ଗତକାଲି 22 ତାରିଖ ସକାଳୁ ଆଜି ବଲାଙ୍ଗିର ରେ ପହଁଚି ଏଠାରେ ରାମ ଚରିତ୍ ମାନସ ମନ୍ଦିର ରେ ଶ୍ରୀରାମ ଜି ଙ୍କୁ ଦର୍ଶନ କରିଥିଲେ l ଏଠାରେ ମନ୍ଦିର କମିଟି ପକ୍ଷରୁ ସେମାନଙ୍କୁ ସ୍ଵାଗତ କରାଯାଇଥିଲା l ସେମାନେ ରାସ୍ତାରେ 180 କିଲୋମିଟର ପଥ ଅତିକ୍ରାନ୍ତ କରି ପଡିଥିବା ବିଭିନ୍ନ ସ୍ଥାନରେ ରହି ଆଗାମୀ 27 ତାରିଖ ରାମ ନବମୀ ରେ ଭଟଲି ରେ ମନ୍ଦିର ରେ ଖାଟୁଶ୍ୟାମଜି ଙ୍କ ପାଖରେ ପହଞ୍ଚିବେ ଓ ତାଙ୍କର ଦର୍ଶନ କରିବେ ବୋଲି ଜଣାପଡ଼ିଛି । ଆଜି ବଲାଙ୍ଗିର ରେ ରୋୟାଲ ଗ୍ରୀନ ସୋସାଇଟି ରେ ମନୋଜ ଜୈନ ଙ୍କ ଦ୍ଵାରା ଅୟୋଜିତ ସ୍ଵାଗତ ସମ୍ବର୍ଦ୍ଧନା ରେ ଯୋଗଦାନ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande