ରାଜ୍ୟରେ ମାତିଛନ୍ତି ଗୋ-ଚାଲାଣକାରୀ
ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- ରାଜ୍ୟରେ ମାତିଛନ୍ତି ଗୋ-ଚାଲାଣକାରୀ । କାହିଁକି ଗୋ-ଚାଲାଣ ନିରୋଧି ଆଇନ ଆଣୁ ନାହାନ୍ତି ସରକାର । ବିଧାନସଭାରୁ ଆସିଥିବା ତଥ୍ୟ ଚିନ୍ତାଜନକ । ଗୋ ଚାଲାଣ କାରୀଙ୍କ ଭୂସ୍ବର୍ଗ ପାଲଟିଛି ପଶ୍ଚିମବଙ୍ଗ । ଓଡ଼ିଶାରୁ ପଶ୍ଚିମବଙ୍ଗକୁ ହେଉଛି
ରାଜ୍ୟରେ ମାତିଛନ୍ତି ଗୋ-ଚାଲାଣକାରୀ


ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- ରାଜ୍ୟରେ ମାତିଛନ୍ତି ଗୋ-ଚାଲାଣକାରୀ । କାହିଁକି

ଗୋ-ଚାଲାଣ ନିରୋଧି ଆଇନ ଆଣୁ ନାହାନ୍ତି ସରକାର । ବିଧାନସଭାରୁ ଆସିଥିବା ତଥ୍ୟ ଚିନ୍ତାଜନକ । ଗୋ

ଚାଲାଣ କାରୀଙ୍କ ଭୂସ୍ବର୍ଗ ପାଲଟିଛି ପଶ୍ଚିମବଙ୍ଗ । ଓଡ଼ିଶାରୁ ପଶ୍ଚିମବଙ୍ଗକୁ ହେଉଛି

ସର୍ବାଧିକ ଗୋ-ଚାଲାଣ । ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼, ତେଲେଙ୍ଗାନା, ତାମିଲନାଡୁକୁ ଓଡ଼ିଶାରୁ ହେଉଛି

ଗୋ ଚାଲାଣ । ତିନି ବର୍ଷରେ ସାମ୍ନାକୁ ଆସିଲାଣି ୧୮୭୮ ଗୋ ଚାଲାଣ ମାମଲା । ଗୋ ଚାଲାଣ ମାମଲାରେ

୨୬୯୯ ଜଣଙ୍କୁ ଗିରଫ ଓ କୋର୍ଟ ଚାଲାଣ କରାଯାଇଛି । ଅପରେସନ ଗୋ-ରକ୍ଷା ମାଧ୍ୟମରେ ୨୪ ହଜାର ୬୬୭

ଗୋ ମାତାଙ୍କୁ ଉଦ୍ଧାର କରାଯାଇଛି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର

ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande