5 ବର୍ଷରେ ଗିରଫ ହୋଇଛନ୍ତି 822 ଅଧିକାରୀ
ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- ଦୁର୍ନୀତିରେ ମାତିଛନ୍ତି ସରକାରୀ ବାବୁ । ଦୁର୍ନୀତିଖୋରଙ୍କ ବିରୋଧରେ କଡା ଆଭିମୁଖ୍ୟ ନେଉଛି ଭିଜିଲାନ୍ସ । 5 ବର୍ଷରେ ଗିରଫ ହୋଇଛନ୍ତି 822 ଅଧିକାରୀ । 161 କ୍ଲାସ ୱାନ ଅଫିସର, 158 କ୍ଲାସ ଟୁ, 485 ତୃତୀୟ ଶ୍ରେଣୀ ଏବଂ 18
5 ବର୍ଷରେ ଗିରଫ ହୋଇଛନ୍ତି     822 ଅଧିକାରୀ


ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- ଦୁର୍ନୀତିରେ

ମାତିଛନ୍ତି ସରକାରୀ ବାବୁ । ଦୁର୍ନୀତିଖୋରଙ୍କ ବିରୋଧରେ କଡା ଆଭିମୁଖ୍ୟ ନେଉଛି ଭିଜିଲାନ୍ସ । 5

ବର୍ଷରେ ଗିରଫ ହୋଇଛନ୍ତି 822 ଅଧିକାରୀ । 161 କ୍ଲାସ ୱାନ ଅଫିସର, 158 କ୍ଲାସ ଟୁ, 485

ତୃତୀୟ ଶ୍ରେଣୀ ଏବଂ 18 ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଗିରଫ । ସର୍ବାଧିକ 2025ରେ 184 ଅଧିକାରୀ

ଗିରଫ ହୋଇଛନ୍ତି । ଗତ 5 ବର୍ଷରେ 1237 ମାମଲା ରୁଜୁ କରି 659 କୋଟି 14 ଲକ୍ଷ ଟଙ୍କାର ଆୟ

ବହିଭୂତ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର

ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande