
ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- ୟୁନିଟ 9 ବାୟା
ବାବା ମଠ ରୋଡ଼ରେ ହୁତୁ ହୁତୁ ହୋଇ ଜଳିଗଲା କାର । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ପାର୍କିଂ
ହୋଇଥିବା କାରରେ କେମିତି ଲାଗିଲା ନିଆଁ ତାର କାରଣ ଅସ୍ପଷ୍ଟ ରହିଛି । ସୂଚନା ପାଇ ଘଟଣା ସ୍ଥଳରେ
ପହଁଚିଛି ଅଗ୍ନିଶମ ବାହିନୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା