
ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)-ପୁଣି କମିଲା
ସୁନା ଦର । ଆଜି ୫୪୫୦ ଟଙ୍କା
୧୦ ଗ୍ରାମ ପିଛା କମିଲା
ସୁନା ଦର । ଆଜି ୨୨
କ୍ୟାରେଟ ସୁନା ଦର
ହ୍ରାସ ପାଇ ୧ ଲକ୍ଷ ୨୮ ହଜାର ୩୫୦ରେ ପହଁଞ୍ଚିଛି । ବିଗତ ସପ୍ତାହ ମଧ୍ୟରେ ଅନେକ୍ ଥର ସୁନା
ଦର ଖସିଥିବା ସୂଚନା ମିଳିଛି । ମାର୍ଚ୍ଚ
ମାସରେ
ଯୁଦ୍ଧ କାଳୀନ ପରିସ୍ଥିତିରେ
ଅନେକ ଥର ସୁନା
ଦର ହ୍ରାସ ପାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା