କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ରାଜ୍ୟପାଳ
ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ସୋମବାର ନୂଆଦିଲ୍ଲୀ ସ୍ଥିତ ସଂସଦ ଭବନରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି । ରାଜ୍ୟପାଳ ଏହି ସାକ୍ଷାତ ବିଷୟରେ ସୋସିଆଲ ମିଡିଆ ମିଡିଆରେ କହିଛନ୍ତି ଯେ, ଏହି ବୈଠ
ରାଜ୍ୟପାଳ


ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ସୋମବାର ନୂଆଦିଲ୍ଲୀ ସ୍ଥିତ

ସଂସଦ ଭବନରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି ।

ରାଜ୍ୟପାଳ ଏହି ସାକ୍ଷାତ

ବିଷୟରେ ସୋସିଆଲ ମିଡିଆ ମିଡିଆରେ କହିଛନ୍ତି ଯେ, ଏହି

ବୈଠକ ସକାରାତ୍ମକ ଓ ଗଠନମୂଳକ ଥିଲା। ଏହି ସମୟରେ ଓଡିଶାର ଉନ୍ନତି ଓ ପ୍ରଗତି ସମ୍ବନ୍ଧୀୟ

ବିଭିନ୍ନ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ସେ କହିଛନ୍ତି ଯେ, କେନ୍ଦ୍ରୀୟ ଗୃହମନ୍ତ୍ରୀଙ୍କ ସହଯୋଗ ଓଡିଶାର ଉନ୍ନତିକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ

ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande