ବଳିଦାନ ଦିବସରେ ଅମର ସହିଦଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଜୁଏଲ ଓରାମ
ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- ବଳିଦାନ ଦିବସରେ ଅମର ସହିଦଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଜୁଏଲ ଓରାମ କହିଛନ୍ତି ଯେ, ଭାରତ ମାତାର ସ୍ୱାଧୀନତା ପାଇଁ ହସି ହସି ନିଜ ପ୍ରାଣବଳୀ ଦେଇଥିବା ଅମର ବୀର ଭଗତ
ସହିଦ


ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- ବଳିଦାନ ଦିବସରେ ଅମର ସହିଦଙ୍କୁ ଶ୍ରଦ୍ଧାଂଜଳି

ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଜୁଏଲ ଓରାମ

କହିଛନ୍ତି ଯେ, ଭାରତ ମାତାର ସ୍ୱାଧୀନତା ପାଇଁ ହସି ହସି ନିଜ ପ୍ରାଣବଳୀ ଦେଇଥିବା ଅମର ବୀର ଭଗତ

ସିଂ, ସୁଖଦେବ ଓ ରାଜଗୁରୁଙ୍କୁ ବଳିଦାନ ଦିବସରେ କୋଟି କୋଟି ପ୍ରଣାମ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande