
ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- ଶହୀଦ ଦିବସରେ ବୀର ସହିଦଙ୍କୁ ଶ୍ରଦ୍ଧାଂଜଳି
ଜ୍ଞାପନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ
ମନ୍ତ୍ରୀ କହିଛନ୍ତି ଯେ, ଶହୀଦ ଦିବସ ଅବସରରେ ତ୍ୟାଗ, ବଳିଦାନର ପ୍ରତୀକ ବୀର ଶହୀଦ ଭଗତ ସିଂ, ସୁଖଦେବ ଏବଂ ରାଜଗୁରୁଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି
ଜଣାଉଛି। ଦେଶପାଇଁ ସେମାନଙ୍କ ସମର୍ପଣ ଏବଂ ବଳିଦାନ ଆମ ପାଇଁ ପ୍ରେରଣା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା