ଡିଜିଟାଲରେ ବିଧାୟକ ଶୁଣିବେ ଅଭିଯୋଗ
ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- ଡିଜିଟାଲରେ ବିଧାୟକ ଶୁଣିବେ ଅଭିଯୋଗ । ସହଜ ହେବ ଲୋକଙ୍କ ଅଭିଯୋଗ ଶୁଣିବା । ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାଧାରଣ ଜନସାଧାରଣଙ୍କ ଅସୁବିଧା ଓ ଅଭିଯୋଗକୁ ଶୀଘ୍ର ଗ୍ରହଣ ଓ ସମାଧାନ ପାଇଁ ବିଧାୟକଙ୍କ ନିମନ୍ତେ ହେବ ଡିଜିଟାଲ ପ୍ଲାଟଫର୍ମ ବ୍ୟବସ୍ଥା ।
ଡିଜିଟାଲରେ ବିଧାୟକ ଶୁଣିବେ ଅଭିଯୋଗ


ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- ଡିଜିଟାଲରେ ବିଧାୟକ ଶୁଣିବେ ଅଭିଯୋଗ । ସହଜ ହେବ

ଲୋକଙ୍କ ଅଭିଯୋଗ ଶୁଣିବା । ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାଧାରଣ ଜନସାଧାରଣଙ୍କ ଅସୁବିଧା ଓ

ଅଭିଯୋଗକୁ ଶୀଘ୍ର ଗ୍ରହଣ ଓ ସମାଧାନ ପାଇଁ ବିଧାୟକଙ୍କ ନିମନ୍ତେ ହେବ ଡିଜିଟାଲ ପ୍ଲାଟଫର୍ମ

ବ୍ୟବସ୍ଥା । ଏନେଇ ବିଚାର ବିମର୍ଶ କରୁଛନ୍ତି ସରକାର । ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଲିଖିତ

ଉତ୍ତର ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande