ତିନି ବର୍ଷରେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି 210 ଜଣ
ଭୁବନେଶ୍ୱର, 25 ମାର୍ଚ୍ଚ (ହି.ସ.)- ବିଗତ ତିନି ବର୍ଷରେ ରାଜ୍ୟରେ ବିଦ୍ୟୁତ ଆଘାତଜନିତ କାରଣରୁ 210 ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ଏବଂ ଯେଉଁ ମାନଙ୍କର ମାମଲା ସମାଧାନ ହୋଇଛି, ସେହି ପରିବାରଙ୍କୁ ମୋଟ 5,37,07,091 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
ତିନି ବର୍ଷରେ ବିଦ୍ୟୁତ     ଆଘାତରେ ମୃତ୍ୟୁବରଣ କରିଛନ୍ତି 210 ଜଣ


ଭୁବନେଶ୍ୱର, 25 ମାର୍ଚ୍ଚ (ହି.ସ.)- ବିଗତ ତିନି

ବର୍ଷରେ ରାଜ୍ୟରେ ବିଦ୍ୟୁତ ଆଘାତଜନିତ କାରଣରୁ 210 ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ଏବଂ ଯେଉଁ ମାନଙ୍କର ମାମଲା

ସମାଧାନ ହୋଇଛି, ସେହି

ପରିବାରଙ୍କୁ ମୋଟ 5,37,07,091 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏନେଇ ଗୃହରେ ଉପ

ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଉତ୍ତର ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande